ଖୁଣ୍ଟିରେ ବାନ୍ଧି ପୁଲିସର ମାଡ଼ ଘଟଣା : ‘କଙ୍ଗାରୁ କୋର୍ଟ’ ନେଇ ଉଠିଲା ବିବାଦ

ଅହମଦାବାଦ: ଗୁଜରାଟରେ ନବରାତ୍ରି ପାଳନ ସମୟରେ ପଥରଫିଙ୍ଗା ଘଟଣା ପରେ ଏଥିରେ ସଂପୃକ୍ତ ଭିନ୍ନ ସଂପ୍ରଦାୟର ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ପୁଲିସର ମାଡ଼ ଭିଡିଓ ବିବାଦଘେରକୁ ଆସିଛି। ପଥର ଫିଙ୍ଗିବା ଅଭିଯୋଗରେ ଗିରଫ ହୋଇଥିବା କିଛି ମୁସଲମାନ ବ୍ୟକ୍ତିଙ୍କୁ ଏକ ଖୁଣ୍ଟିରେ ବାନ୍ଧି ଗୁଜୁରାଟର ଖେଡା ଜିଲ୍ଲାର ସାଦା ପୋଷାକଧାରୀ ପୁଲିସ କର୍ମଚାରୀମାନେ ଠେଙ୍ଗାରେ ପିଟିବା ଭିଡିଓ ଭାଇରାଲ୍ ହୋଇଛି । ସ୍ଥାନୀୟ ନ୍ୟୁଜ୍ ଚାନେଲ୍ ଭିଟିଭି ଗୁଜୁରାଟୀ ନ୍ୟୁଜ୍ ଏହି … Continue reading ଖୁଣ୍ଟିରେ ବାନ୍ଧି ପୁଲିସର ମାଡ଼ ଘଟଣା : ‘କଙ୍ଗାରୁ କୋର୍ଟ’ ନେଇ ଉଠିଲା ବିବାଦ